பொருள் : କୌଣସି ଜିନିଷକୁ ନଷ୍ଟ କରିବା ନିମନ୍ତେ ତାକୁ ଭାଙ୍ଗିବା କାମ
எடுத்துக்காட்டு :
ମଜଦୁରମାନେ ନିଜ ଦାବି ହାସଲ କରିବାପାଇଁ ଭଙ୍ଗାରୁଜା ନୀତି ଆପଣେଇଛନ୍ତିମଜଦୁରମାନେ ନିଜ ଦାବି ହାସଲପାଇଁ ମିଲରେ ଭଙ୍ଗାରୁଜା କଲେ
ஒத்த சொற்கள் : ଧ୍ୱଂସ
பிற மொழிகளில் மொழிபெயர்ப்பு :
राष्ट्र, शासन, अर्थव्यवस्था, किसी वस्तु आदि को गम्भीर क्षति पहुँचाने या नष्ट करने का कार्य।
मज़दूरों ने अपनी माँग मनवाने के लिए तोड़-फोड़ की नीति अपनाई।A deliberate act of destruction or disruption in which equipment is damaged.
sabotageபொருள் : ଭଙ୍ଗାରୁଜା କରିବାର କର୍ମ ବା ଭାବ
எடுத்துக்காட்டு :
ଗୁଣ୍ଡାମାନେ ଘରେ ଭଙ୍ଗାରୁଜା କରିବା ପରେ ଘର ମାଲିକକୁ ଧମକ ଦେଇ ଚାଲିଗଲେ
பொருள் : ଭଙ୍ଗାରୁଜା କରିବା ପ୍ରକ୍ରିୟା
எடுத்துக்காட்டு :
ମୂର୍ତ୍ତି ଭଙ୍ଗାରୁଜା କରୁଥିବା ଲୋକଙ୍କୁ ପୋଲିସ୍ ଧରି ନେଇଗଲା
ஒத்த சொற்கள் : ଖଣ୍ଡନ
பிற மொழிகளில் மொழிபெயர்ப்பு :
பொருள் : ଯାହା ଭାଙ୍ଗିରୁଜି ଯାଇଛି
எடுத்துக்காட்டு :
ସେ ଭଙ୍ଗାରୁଜା ଜିନିଷ ମଧ୍ୟ କିଣେ
ஒத்த சொற்கள் : ଜୀର୍ଣ୍ଣ ଶୀର୍ଣ୍ଣ
பிற மொழிகளில் மொழிபெயர்ப்பு :