பொருள் : କାହାର ଭରଣପୋଷଣପାଇଁ ଦିଆଯାଉଥିବା ଧନ
எடுத்துக்காட்டு :
ସରକାର ବିଧବା ଓ ବୃଦ୍ଧଲୋକମାନଙ୍କ ଜୀବନଯାପନ ପାଇଁ ଭତ୍ତା ଦେଉଛନ୍ତି
ஒத்த சொற்கள் : ଅନୁକମ୍ପାରାଶି
பிற மொழிகளில் மொழிபெயர்ப்பு :
A sum of money allotted on a regular basis. Usually for some specific purpose.
stipendபொருள் : ଯେଉଁ ମାସିକ ବା ବାର୍ଷିକ ବୃତ୍ତି କୌଣସି ବ୍ୟକ୍ତିଙ୍କ ପୂର୍ବର ସେବା ବଦଳରେ ତାଙ୍କୁ ବା ତାଙ୍କ ପରିବାରର ଲୋକଙ୍କୁ ମିଳେ
எடுத்துக்காட்டு :
ତାଙ୍କୁ ମାସକୁ ଦଶ ହଜାର ଟଙ୍କା ପେନ୍ସନ୍ ମିଳୁଛି
ஒத்த சொற்கள் : ପେନ୍ସନ୍
பிற மொழிகளில் மொழிபெயர்ப்பு :
वह मासिक अथवा वार्षिक वृत्ति जो किसी को उसकी पिछली या बहुत दिनों की सेवाओं के बदले में उसे या उसके परिवार के लोगों को मिलती है।
उन्हें दस हज़ार रुपए पेन्शन मिलती है।A regular payment to a person that is intended to allow them to subsist without working.
pensionபொருள் : କୌଣସି କର୍ମଚାରୀଙ୍କୁ ଯାତ୍ରା ଆଦି ସମୟରେ ବା କୌଣସି ଅତିରିକ୍ତ କାର୍ଯ୍ୟ କରିବାପାଇଁ ଯେଉଁ ଦୈନିକ ବା ମାସିକ ଖର୍ଚ୍ଚ ମିଳେ
எடுத்துக்காட்டு :
ଆପଣଙ୍କୁ କେତେ ଆବାସିକ ଭତ୍ତା ମିଳୁଛି
ஒத்த சொற்கள் : ଏଲାଉନ୍ସ୍
பிற மொழிகளில் மொழிபெயர்ப்பு :
An amount allowed or granted (as during a given period).
Travel allowance.