பொருள் : ଗୋଟିଏ ଭାଷାରେ ଲେଖା ହୋଇଥିବା ବିଷୟ ବା କୁହାଯାଉଥିବା କଥାକୁ ଅନ୍ୟ ଭାଷାରେ ଲେଖିବା ବା କହିବା କାର୍ଯ୍ୟ
எடுத்துக்காட்டு :
ଅଧିକାଂଶ ଭାଷାରେ ରାମାୟଣର ଅନୁବାଦ ହୋଇଛି
ஒத்த சொற்கள் : ଅନୁବାଦ
பிற மொழிகளில் மொழிபெயர்ப்பு :
பொருள் : ଅନୁବାଦିତ ରଚନା
எடுத்துக்காட்டு :
ଏହି ଅନୁବାଦରେ ବହୁତ ଗୁଡ଼ିଏ ଭୁଲ ରହିଛି
ஒத்த சொற்கள் : ଅନୁବାଦ, ଭାଷାଂତର
பிற மொழிகளில் மொழிபெயர்ப்பு :
A written communication in a second language having the same meaning as the written communication in a first language.
interlingual rendition, rendering, translation, version