பொருள் : ସ୍ତ୍ରୀମାନେ ରହୁଥିବା ଘରର ସେହି ଭିତର ଭାଗ
எடுத்துக்காட்டு :
ଚାକରାଣୀ ଅନ୍ତଃପୁର ସଫାକରୁଛି
ஒத்த சொற்கள் : ଅନ୍ତଃପୁର, ଅନ୍ଦର ମହଲ, ଅବରୋଧ, ଭିତର ଆଡ଼, ଭିତରପୁର, ଭିତିରି ଖଞ୍ଜା, ଭିତିରି ମହଲ, ହାରେମ୍
பிற மொழிகளில் மொழிபெயர்ப்பு :
घर का वह भीतरी भाग जिसमें स्त्रियाँ रहती हैं।
नौकरानी जनानखाने की सफाई कर रही है।