பொருள் : କୌଣସି ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁବାନ୍ଧବ ଏବଂ ସାହିପଡ଼ିଶାଙ୍କୁ ଭୋଜିଭାତ ଖୁଆଇବା ବ୍ୟବସ୍ଥା
எடுத்துக்காட்டு :
ସେ ଆଜି ସମସ୍ତଙ୍କୁ ପ୍ରୀତିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି
ஒத்த சொற்கள் : ପ୍ରୀତିଭୋଜନ
பிற மொழிகளில் மொழிபெயர்ப்பு :
பொருள் : ଏକାଧିକଲୋକ ଏକାଠି ବସି ଭୋଜନ କରୁଥିବା କ୍ରିୟା
எடுத்துக்காட்டு :
ଆଜି ରାମ ଘରେ ଭୋଜି ଅଛି
ஒத்த சொற்கள் : ପଂକ୍ତିଭୋଜନ, ପଙ୍ଗତ, ଭୋଜିଭାତ
பிற மொழிகளில் மொழிபெயர்ப்பு :