பொருள் : ସୂର୍ଯ୍ୟ ବା ଚନ୍ଦ୍ରମାଙ୍କ ଚାରି ପଟେ ଦେଖାଯାଉଥିବ ପରିଧି ବା ପରିବେଶ
எடுத்துக்காட்டு :
ସୂର୍ଯ୍ୟ ମଣ୍ଡଳରେ କେତେକ ଗ୍ରହ ବୁଲୁଥାନ୍ତି
பிற மொழிகளில் மொழிபெயர்ப்பு :
A solid figure bounded by a spherical surface (including the space it encloses).
sphereபொருள் : କ୍ଷେତ୍ରଆଦିର ଏଭଳି ବିଭାଗ ଯାହା ଜଣେ ବିଶେଷ ଅଧିକାରୀଙ୍କ ଅଧୀନରେ ଥାଏ ଏବଂ ଯାହା ଜିଲ୍ଲାଆଦିରେ ବିଭାଜିତ ହୋଇଥାଏ
எடுத்துக்காட்டு :
ସେ ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ଅଧିବାସୀ
பிற மொழிகளில் மொழிபெயர்ப்பு :
பொருள் : ଭୂଗୋଳରେ ଗରମ ଓ ଥଣ୍ଡା ଭିତ୍ତିରେ କରାଯାଇଥିବା ପୃଥିବୀର ପାଞ୍ଚ ଭାଗରୁ ଗୋଟିଏ ଭାଗ
எடுத்துக்காட்டு :
ଉତ୍ତର ମେରୁ ହିମ ମଣ୍ଡଳରେ ଆସୁଅଛି
ஒத்த சொற்கள் : ଶୀତ କଟିବନ୍ଧ, ହିମ କଟିବଂଧ, ହିମ ମଣ୍ଡଳ
பிற மொழிகளில் மொழிபெயர்ப்பு :
Any of the regions of the surface of the Earth loosely divided according to latitude or longitude.
geographical zone, zone