உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ପାଣି ଭରିବାର ମାଟିର ଛୋଟ ପାତ୍ର
எடுத்துக்காட்டு : ସେ କଳସୀରେ ପାଣି ଭରି ଆଣିଛି
ஒத்த சொற்கள் : କଳସୀ, ଗରା
பிற மொழிகளில் மொழிபெயர்ப்பு :हिन्दी
पानी भरने का मिट्टी का छोटा बर्तन।
பொருள் : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା
எடுத்துக்காட்டு : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ
ஒத்த சொற்கள் : କଳଶ, କୁମ୍ଭ, ଘଟ
பிற மொழிகளில் மொழிபெயர்ப்பு :हिन्दी English
पानी भरने या रखने का एक बर्तन।
A large vase that usually has a pedestal or feet.
பொருள் : ଚୌଡ଼ା ମୁହଁଥିବା ମାଟିର ଏକ ବଡ଼ ପାତ୍ର
எடுத்துக்காட்டு : ଗ୍ରୀଷ୍ମଦିନେ ସୀତା ମାଠିଆରେ ପାଣି ରଖେ
मिट्टी का चौड़े मुँह का एक बड़ा पात्र।
An earthen jar (made of baked clay).
பொருள் : ମାଟିରେ ତିଆରି ଘଡ଼ି
எடுத்துக்காட்டு : ଏହି ମାଠିଆରେ ପିଇବା ନିମନ୍ତେ ସ୍ୱଚ୍ଛ ଜଳ ରଖାଯାଇଛି
ஒத்த சொற்கள் : ସୁରେଇ
मिट्टी का घड़ा।
பொருள் : ଏକ ପ୍ରକାରର ମାଠିଆ ଯାହାର ଉପଯୋଗ ବାଦ୍ୟ ଯନ୍ତ୍ର ରୂପରେ କରାଯାଇଥାଏ
எடுத்துக்காட்டு : ସେ ମାଠିଆ ବଜାଇବାରେ ନିପୁଣ
ஒத்த சொற்கள் : ଘଟ
एक प्रकार का घड़ा जिसका उपयोग वाद्य यंत्र के रूप में किया जाता है।
நிறுவு