பொருள் : କୌଣସିଟିର ସେତିକି ଅଂଶ ବା ମାତ୍ରା ଯାହାକୁ ଗୋଟିଏଥର କାମରେ ଲଗାଯାଏ ବା କାମପାଇଁ ଆବଶ୍ୟକ
எடுத்துக்காட்டு :
ଅଧିକ ମାତ୍ରାରେ ଭୋଜନକରି ସେ ବେମାର ହୋଇଗଲା
ஒத்த சொற்கள் : ପରିମାଣ
பிற மொழிகளில் மொழிபெயர்ப்பு :
பொருள் : ସ୍ୱର ସୂଚକ ଯେଉଁ ରେଖା ବା ଚିହ୍ନ କୌଣସି ଅକ୍ଷର ବା ବର୍ଣ୍ଣରେ ଲାଗେ
எடுத்துக்காட்டு :
କି- ରେ ଇ ସ୍ୱର ମାତ୍ରା ରହିଛି
ஒத்த சொற்கள் : ସ୍ୱର ମାତ୍ରା
பிற மொழிகளில் மொழிபெயர்ப்பு :
स्वर की सूचक वह रेखा या चिह्न जो किसी अक्षर या वर्ण में लगता है।
कि में इ की स्वर मात्रा है।பொருள் : ସଙ୍ଗୀତରେ ଗୀତ ତଥା ବାଦ୍ୟର ସମୟ ନିରୂପଣ କରିବା ନିମନ୍ତେ ସେତିକି ସମୟ ଯାହା ଗୋଟିଏ ସ୍ୱରର ଉଚ୍ଚାରଣରେ ଲାଗେ
எடுத்துக்காட்டு :
ସଙ୍ଗୀତରେ ତାଳ ମାତ୍ରାଉପରେ ବିଶେଷ ଧ୍ୟାନ ଦିଆଯାଏ
ஒத்த சொற்கள் : ତାଳ ମାତ୍ରା
பிற மொழிகளில் மொழிபெயர்ப்பு :
संगीत में गीत तथा वाद्य का समय निरूपित करने के लिए उतना काल जितना एक स्वर के उच्चारण में लगता है।
संगीत में ताल मात्रा का विशेष ध्यान रखा जाता है।