பொருள் : ଯାହା ଗଣନାରେ ନାହିଁ ବା ଯାହାର କୌଣସି ଗଣନା ହୁଏ ନାହିଁ ବା ବହୁତ କମ୍ ଗୁରୁତ୍ୱ ଥାଏ
எடுத்துக்காட்டு :
ଯେଉଁଠିକୁ ବଡ଼ବଡ଼ ବିଦ୍ୱାନ ଆସୁଛନ୍ତି ସେଠାରେ ଆମଭଳି ନଗଣ୍ୟ ବ୍ୟକ୍ତିମାନଙ୍କୁ କିଏ ପଚାରିବ ତାକୁ ଏମିତି ସେମିତି ଭାବନାହିଁ
ஒத்த சொற்கள் : ଅକିଞ୍ଚନ, ଏମିତି ସେମିତି, ତୁଚ୍ଛ, ନଗଣ୍ୟ, ସାଧାରଣ
பிற மொழிகளில் மொழிபெயர்ப்பு :
जो गणना में न हो या जिसकी कोई गिनती न हो या बहुत ही कम महत्व का।
जहाँ बड़े-बड़े विद्वान आ रहे हैं वहाँ हम जैसे नगण्य व्यक्तियों को कौन पूछेगा।(informal) small and of little importance.
A fiddling sum of money.பொருள் : ଯେଉଁଥିରେ କିଛି ବିଶେଷତା ନାହିଁ ବା ସାମାନ୍ୟ ଭଲ
எடுத்துக்காட்டு :
ଏଇଟି ସାଧାରଣ ଶାଢ଼ୀ ଏହି କାମ ଚଳା ସରକାର ଅଧିକ ଦିନ ରହିବ ନାହିଁ
ஒத்த சொற்கள் : କାମଚଳା, ସାଧାରଣ, ସାମାନ୍ୟ
பிற மொழிகளில் மொழிபெயர்ப்பு :
Not exceptional in any way especially in quality or ability or size or degree.
Ordinary everyday objects.