பொருள் : ଯେଉଁ ଯନ୍ତ୍ର ସାହାଯ୍ୟରେ ଘରକୁ ଆସୁଥିବା ପାଣି ମପା ଯାଇଥାଏ
எடுத்துக்காட்டு :
ଟାଙ୍କିର ମିଟର ଖରାପ ହୋଇଯାଇଛି
பிற மொழிகளில் மொழிபெயர்ப்பு :
Meter for measuring the quantity of water passing through a particular outlet.
water meterபொருள் : ଘର ବା କାରଖାନା ଆଦିରେ ଖର୍ଚ୍ଚ ହେଉଥିବା ବିଜୁଳି ମାପିବାର ଯନ୍ତ୍ର
எடுத்துக்காட்டு :
ଆମ ଘରେ ଦୁଇଟି ମିଟର ଲାଗିଛି
பிற மொழிகளில் மொழிபெயர்ப்பு :
घरों या कारख़ानों आदि में खर्च होनेवाली बिजली नापने का यंत्र।
मेरे घर में दो मीटर लगे हैं।பொருள் : ଲମ୍ବ ମାପିବାର ଏକ ମାପ
எடுத்துக்காட்டு :
ସାର୍ଟ ତିଆରି କରିବାପାଇଁ ଅଢେଇ ମିଟର କନା ଦରକାର
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଯନ୍ତ୍ରଦ୍ୱାରା କୌଣସି ଚାଲୁଥିବା ବସ୍ତୁଆଦିର ଗତି ମପାଯାଇଥାଏ
எடுத்துக்காட்டு :
ଏହି ଯାନର ଗତିମାପକ କାମ କରୁନାହିଁ
ஒத்த சொற்கள் : ଗତିମାପକ, ସ୍ପିଡୋମିଟର
பிற மொழிகளில் மொழிபெயர்ப்பு :
वह यंत्र जिससे किसी चलने वाली वस्तु आदि की गति नापी जाती है।
इस वाहन का गति मापक काम नहीं कर रहा है।