உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ମୋହର ଲଗାଇବା ପରେ ପ୍ରାପ୍ତ ଛାପ ବା ଆକୃତି
எடுத்துக்காட்டு : ସେ କାଗଜ ଉପରେ ଲାଗିଥିବା ମୋହରରେ ଦସ୍ତଖତ କଲେ
ஒத்த சொற்கள் : ଛାପ, ଷ୍ଟାମ୍ପ୍, ସିଲ
பிற மொழிகளில் மொழிபெயர்ப்பு :हिन्दी
मोहर लगाने पर प्राप्त छाप या आकृति।
பொருள் : ସତରଶହ ଶତାଦ୍ଦୀର ମଧ୍ୟଭାଗରୁ ଉଣେଇଶ ଶହ ବତିଶ ପର୍ଯ୍ୟନ୍ତ ଚଳୁଥିବା ଗୋଟିଏ ମୁଦ୍ରା
எடுத்துக்காட்டு : ମୋହର ସୁନା ବା ରୁପାରେ ହେଉଥିଲା
ஒத்த சொற்கள் : ମଉଡ
பிற மொழிகளில் மொழிபெயர்ப்பு :हिन्दी English
नेपाल में सत्रहवीं शताब्दी के मध्य से उन्नीस सौ बत्तीस तक चलने वाली मुद्रा।
Monetary unit in Nepal.
பொருள் : ଅକ୍ଷର, ଚିହ୍ନ, ନାମଆଦିର ଛାପ ନେବା ବା ଏଥିରେ ଚାପଦେଇ ଅଙ୍କିତ କରୁଥିବା ସିଲ୍
எடுத்துக்காட்டு : ପ୍ରଧାନାଚାର୍ଯ୍ୟ ନିଜ ନାଁରେ ଏକ ମୋହର ତିଆରିକଲେ
ஒத்த சொற்கள் : ଛାପା, ମୁଦ୍ରା, ଷ୍ଟାମ୍ପ୍
अक्षर, चिह्न, नाम आदि की छाप लेने या उन्हें दबाकर अंकित करने का ठप्पा।
A block or die used to imprint a mark or design.
பொருள் : ସୁନାର ମୁଦ୍ରା
எடுத்துக்காட்டு : ସେ ସ୍ୱର୍ଣ୍ଣକାରଠାରୁ ମୋହର ବଦଳରେ ଟଙ୍କା ନେଲା
मुगल शासन में सोने का वह सिक्का जिसकी तौल, धातु आदि की प्रामाणिकता सिद्ध करने के लिए उस पर टकसाल या शासन का ठप्पा लगा रहता था।
நிறுவு