பொருள் : କୌଣସି ବସ୍ତୁର ମୂଳ ବା ତତ୍ୱସହିତ ସଂବନ୍ଧ ରଖୁଥିବା
எடுத்துக்காட்டு :
ସତ୍ୟ, ଅହିଂସା, ଏବଂ ପ୍ରେମ- ଏଗୁଡ଼ିକ ସଂସ୍କୃତିର ଆଧାରଭୂତ ସଂରଚନା
ஒத்த சொற்கள் : ଆଧାରଭୂତ, ମୂଳ, ମୂଳ ଆଧାର
பிற மொழிகளில் மொழிபெயர்ப்பு :
Being or involving basic facts or principles.
The fundamental laws of the universe.பொருள் : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍ଭାବନରୁ ବାହାରିଛି
எடுத்துக்காட்டு :
ଏହା ମୋର ମୌଳିକ ରଚନା
ஒத்த சொற்கள் : ନିଜସ୍ୱ, ମୂଳ, ସ୍ୱକୃତ, ସ୍ୱରଚିତ
பிற மொழிகளில் மொழிபெயர்ப்பு :
Not derived or copied or translated from something else.
The play is original; not an adaptation.