பொருள் : କୌଣସି କାର୍ଯ୍ୟ ଠିକ୍ରେ ଚାଲୁଛି ନା ନାହିଁ ଦେଖିବା
எடுத்துக்காட்டு :
ଆମର କାମକୁ ଜଣେ ଭାଷାବିଜ୍ଞାନୀ ଯାଞ୍ଚ କରିବେ
ஒத்த சொற்கள் : ତଦାରଖ କରିବା, ପରଖିବା
பிற மொழிகளில் மொழிபெயர்ப்பு :
Examine carefully for accuracy with the intent of verification.
Audit accounts and tax returns.பொருள் : କୌଣସି ବିଷୟର ଠିକ୍ ଭୁଲ୍ ନିର୍ଣ୍ଣୟ କରିବା
எடுத்துக்காட்டு :
ବୈଜ୍ଞାନିକମାନେ ବ୍ଲାକ୍ ହୋଲର ସତ୍ୟତା ଉପରେ ଯାଞ୍ଚ କରୁଛନ୍ତି
ஒத்த சொற்கள் : ପରୀକ୍ଷାନିରୀକ୍ଷା କରିବା
பிற மொழிகளில் மொழிபெயர்ப்பு :
பொருள் : ଚିକିତ୍ସକଙ୍କର ଜଣେ ବ୍ୟକ୍ତିର ରୋଗ ବା ତାର କାରଣ ନିର୍ଣ୍ଣୟ କରିବା
எடுத்துக்காட்டு :
ଚିକିତ୍ସକ ଶୋଇଥିବା ରୋଗୀକୁ ପରୀକ୍ଷା କରୁଛନ୍ତି
ஒத்த சொற்கள் : ପରୀକ୍ଷା କରିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଘଟଣା ବା ବିଷୟର ମୂଳ କାରଣ ବା ରହସ୍ୟର ପତ୍ତା ଲଗାଇବା
எடுத்துக்காட்டு :
ପୁଲିସ୍ ତଥ୍ୟର ଅନୁସାନ୍ଧନ କରୁଛି
ஒத்த சொற்கள் : ଅନୁସାନ୍ଧନ କରିବା, ଅନ୍ବେଷଣ କରିବା
பிற மொழிகளில் மொழிபெயர்ப்பு :
किसी घटना या विषय के मूल कारणों या रहस्यों का पता लगाना।
पुलिस तथ्यों की छानबीन कर रही है।Conduct an inquiry or investigation of.
The district attorney's office investigated reports of possible irregularities.பொருள் : କୌଣସି ରୋଗର କାରଣ ଜାଣିବା ପାଇଁ କୌଣସି ଶାରିରୀକ ଦ୍ରବ୍ୟକୁ କୌଣସି ଯନ୍ତ୍ର ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଅବଲୋକନ କରିବା
எடுத்துக்காட்டு :
ଚିକିତ୍ସକ ପ୍ରୟୋଗଶାଳାରେ ରକ୍ତ ପରୀକ୍ଷା କରୁଛନ୍ତି
ஒத்த சொற்கள் : ପରୀକ୍ଷା କରିବା
பிற மொழிகளில் மொழிபெயர்ப்பு :