பொருள் : କାହାକୁ ରୋକିରଖିବା ବା ତିଆରି ରଖିବା ବା ସୁରକ୍ଷିତରଖିବା
எடுத்துக்காட்டு :
କିଛି ବସ୍ତୁକୁ ରଖିବା ମୋର ଆୟତ୍ତରେ ନାହିଁ
பிற மொழிகளில் மொழிபெயர்ப்பு :
* किसी को रोक रखने या बनाए रखने या रखे रहने की क्रिया।
कुछ वस्तुओं को रखना मेरे वश में नहीं है।பொருள் : ଭଣ୍ଡାରରେ ରଖିବା
எடுத்துக்காட்டு :
ସେ ଧାନକୁ କୋଠିରେ ଭରିଲେ
ஒத்த சொற்கள் : ଗଚ୍ଛିତ କରିବା, ଭରିବା
பிற மொழிகளில் மொழிபெயர்ப்பு :
Keep or lay aside for future use.
Store grain for the winter.பொருள் : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
எடுத்துக்காட்டு :
ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
ஒத்த சொற்கள் : ଢାଳିବା, ଭର୍ତ୍ତି କରିବା
பிற மொழிகளில் மொழிபெயர்ப்பு :
பொருள் : କାହାର ହାତରେ ଦେବା ବା ରଖିବା
எடுத்துக்காட்டு :
ରାମୁ ବଳଦର ଦଉଡ଼ି ମୋ ହାତରେ ଧରାଇଲା
ஒத்த சொற்கள் : ଧରାଇବା
பிற மொழிகளில் மொழிபெயர்ப்பு :
பொருள் : ସ୍ଥିତ କରିବା
எடுத்துக்காட்டு :
ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
பிற மொழிகளில் மொழிபெயர்ப்பு :
பொருள் : ମନରେ ସବୁବେଳେ ରାଗଆଦି ବଜାୟ ରଖିବା
எடுத்துக்காட்டு :
ମନରେ ଆଦୌ ରାଗ ରଖ ନାହିଁ
பிற மொழிகளில் மொழிபெயர்ப்பு :
பொருள் : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
எடுத்துக்காட்டு :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
ஒத்த சொற்கள் : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ସ୍ଥାପନ କରିବା
பிற மொழிகளில் மொழிபெயர்ப்பு :
किसी निश्चित या विशेष स्थिति आदि में रखना।
कमरे को साफ रखो।பொருள் : ନିଜେ ସୁରକ୍ଷାରେ ରଖିବା ବା ଅଧିକାରକୁ ଆଣିବା
எடுத்துக்காட்டு :
ପଡ଼ୋଶୀଙ୍କ ଗହଣା ମୁଁ ନିଜ ପାଖରେ ରଖିଛି ସେ ଗୋଟେ ଗାଈ ରଖିଛି
பிற மொழிகளில் மொழிபெயர்ப்பு :
பொருள் : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
எடுத்துக்காட்டு :
ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
ஒத்த சொற்கள் : ପାଇବା, ପ୍ରାପ୍ତହେବା, ମିଳିବା
பிற மொழிகளில் மொழிபெயர்ப்பு :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.பொருள் : କାମରେ ଲଗେଇବା
எடுத்துக்காட்டு :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
ஒத்த சொற்கள் : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା
பிற மொழிகளில் மொழிபெயர்ப்பு :
काम पर लगाना।
इस काम के लिए उसने सात आदमियों को नियुक्त किया।பொருள் : ରହିବାକୁ ସ୍ଥାନ ଦେବା
எடுத்துக்காட்டு :
ଅତିଥିମାନଙ୍କୁ ଘରେ ରଖାଯାଏ
ஒத்த சொற்கள் : ଆଶ୍ରୟ ଦେବା
பிற மொழிகளில் மொழிபெயர்ப்பு :
பொருள் : ମନରେ ଧାରଣ କରିବା ବା ଜ୍ଞାନ, ଗୁଣଆଦି ଯୁକ୍ତହେବା
எடுத்துக்காட்டு :
ସେ ବିଜ୍ଞାନ ବିଷୟରେ ବହୁତ ଖବର ରଖୁଛି
பிற மொழிகளில் மொழிபெயர்ப்பு :