பொருள் : ରବରର ଯେଉଁ ଖଣ୍ଡରେ ପେନସିଲଆଦିର ଲେଖା ଲିଭାଯାଏ
எடுத்துக்காட்டு :
ଭୁଲ୍ ଉତ୍ତରକୁ ରବରରେ ଲିଭେଇ ଠିକ ଉତ୍ତର ଲେଖ
பிற மொழிகளில் மொழிபெயர்ப்பு :
An eraser made of rubber (or of a synthetic material with properties similar to rubber). Commonly mounted at one end of a pencil.
pencil eraser, rubber, rubber eraserபொருள் : ରବର ଘଛର କ୍ଷୀରକୁ ଶୁଖେଇ ତିଆରି କରାଯାଉଥିବା ଏକ ଅଠାଳିଆ ପଦାର୍ଥ
எடுத்துக்காட்டு :
ବିଭିନ୍ନ ବସ୍ତୁ ତିଆରି କରିବାପାଇଁ ରବରର ଉପଯୋଗ ହୁଏ
பிற மொழிகளில் மொழிபெயர்ப்பு :
An elastic material obtained from the latex sap of trees (especially trees of the genera Hevea and Ficus) that can be vulcanized and finished into a variety of products.
caoutchouc, gum elastic, india rubber, natural rubber, rubber