பொருள் : ସାହିତ୍ୟର କଥା ସାହିତ୍ୟ, କାବ୍ୟ, ନାଟକଆଦିରେ ରହିଥିବା ତତ୍ତ୍ୱ ଯାହା ଅନୁରାଗ, କରୁଣା, କ୍ରୋଧ,ରତିଆଦି ମନୋଭାବକୁ ଜାଗ୍ରତ, ପ୍ରବଳ ତଥା ସକ୍ରିୟ କରେ
எடுத்துக்காட்டு :
ରସର ସଂଖ୍ୟା ନଅ ବୋଲି ଗଣା ଯାଇଥାଏ
பிற மொழிகளில் மொழிபெயர்ப்பு :
साहित्य में कथानकों, काव्यों, नाटकों आदि में रहने वाला वह तत्व जो अनुराग, करुणा, क्रोध, रति आदि मनोभावों को जागृत, प्रबल तथा सक्रिय करता है।
रस की संख्या नौ मानी गई है।பொருள் : କୌଣସି ପଦାର୍ଥର ସାର ବା ତତ୍ତ୍ୱ
எடுத்துக்காட்டு :
ରସ ବିଭିନ୍ନ ପ୍ରକାରର ହୋଇଥାଏ
பிற மொழிகளில் மொழிபெயர்ப்பு :
Any substance possessing to a high degree the predominant properties of a plant or drug or other natural product from which it is extracted.
essenceபொருள் : ବୈଦ୍ୟଶାସ୍ତ୍ର ଅନୁସାରେ ଶରୀରର ସାତ ଧାତୁ ମଧ୍ୟରୁ ପ୍ରଥମ ଧାତୁ
எடுத்துக்காட்டு :
ଶରୀରରେ ଥିବା ଜଳୀୟଅଂଶ ରସର ଅନ୍ତର୍ଗତ
பிற மொழிகளில் மொழிபெயர்ப்பு :
பொருள் : ଗଛ ପତ୍ର ଅଥବା ଫୁଲ ପତ୍ରରେ ରହିଥିବା ତରଳ ପଦାର୍ଥ ଯାହା ଛେଚିଲେ ଓ ମକଚିଲେ ସେଥିରୁ ବାହାରେ
எடுத்துக்காட்டு :
ନିମ୍ବ ରସ ପିଇଲେ ତଥା ଲଗାଇଲେ ଚର୍ମ ରୋଗ ଭଲ ହୁଏ
பிற மொழிகளில் மொழிபெயர்ப்பு :
பொருள் : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
எடுத்துக்காட்டு :
ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
ஒத்த சொற்கள் : କ୍ଷୀର, ଖିର, ବୃକ୍ଷର ନିର୍ଯାସ
பிற மொழிகளில் மொழிபெயர்ப்பு :
A milky exudate from certain plants that coagulates on exposure to air.
latex