பொருள் : ରୋଗ ଦୂର କରିବାର ଉପାୟ ବା ପ୍ରକ୍ରିୟା
எடுத்துக்காட்டு :
ଗାଁର ରୋଗୀମାନଙ୍କୁ ଚିକିତ୍ସାପାଇଁ ସହର ଯିବାକୁ ପଡ଼ିଥାଏ ଏହି ରୋଗର ପ୍ରତିକାର କଣ ହେବ?
ஒத்த சொற்கள் : ଉପଚାର, ଚିକିତ୍ସା, ଡାକ୍ତରୀ ଚିକିତ୍ସା, ରୋଗଉପଚାର
பிற மொழிகளில் மொழிபெயர்ப்பு :
பொருள் : ଶରୀରରେ ମିଳୁଥିବା ଗୋଟିଏ ପ୍ରକାର ପ୍ରୋଟିନ ଯାହାଶରୀରକୁ ରୋଗ କବଳରୁ ରକ୍ଷା କରେ
எடுத்துக்காட்டு :
ଶରୀରରେ ରୋଗ ପ୍ରତିରୋଧକଗୁଡ଼ିକ ଆପେଆପେ ତିଆରି ହୁଏ
ஒத்த சொற்கள் : ରୋଗ ପ୍ରତିରୋଧକ
பிற மொழிகளில் மொழிபெயர்ப்பு :
शरीर में पाए जानेवाले एक प्रकार के प्रोटीन जो रोगों से शरीर की रक्षा करते हैं।
शरीर में रोग-प्रतिकारकों का निर्माण अपने आप होता है।Any of a large variety of proteins normally present in the body or produced in response to an antigen which it neutralizes, thus producing an immune response.
antibody