பொருள் : କୌଣସି ବସ୍ତୁକୁ ଲକ୍ଷ୍ୟ କରି ତା ଉପରେ ଆଘାତ କରିବାର ପ୍ରକ୍ରିୟା
எடுத்துக்காட்டு :
ଶିକାରୀର ଲକ୍ଷ୍ୟ ଭ୍ରଷ୍ଟ ହେଲା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି କୌଣସି କଥା କୁହାଯାଏ
எடுத்துக்காட்டு :
ସେ ମୋତେ ତାଙ୍କ ଲକ୍ଷ୍ୟରେ ରଖିଛନ୍ତି
பிற மொழிகளில் மொழிபெயர்ப்பு :
பொருள் : ଯାହା ଉପରେ ନିର୍ଦ୍ଦେଶ କରାଯାଇଛି
எடுத்துக்காட்டு :
ଆପଣଙ୍କ ଲକ୍ଷ୍ୟ କେଉଁଠି?
பிற மொழிகளில் மொழிபெயர்ப்பு :
பொருள் : ଯାହାକୁ କୌଣସି ଉଦ୍ଦେଶ୍ୟରେ ଦୃଷ୍ଟି ରଖାଯାଏ ବା ଉଦ୍ଦିଷ୍ଟ ପଦାର୍ଥ ବା କଥା
எடுத்துக்காட்டு :
ଏ ବର୍ଷ ଧାନ ଉତ୍ପାଦନର ଲକ୍ଷ୍ୟ ଦଶ ଲକ୍ଷ ଟନ୍ ରଖାଯାଇଛି
பிற மொழிகளில் மொழிபெயர்ப்பு :
பொருள் : ଭାବନା ଆଦିରେ ଆସିବା ଅବା ନଜର ଉପରକୁ ଆସିବାର କ୍ରିୟା ବା ଭାବ
எடுத்துக்காட்டு :
ଆତଙ୍କବାଦୀମାନଙ୍କ ନଜରରେ କିଛି ପ୍ରମୁଖ ଦେଶ ରହିଛି
பிற மொழிகளில் மொழிபெயர்ப்பு :