பொருள் : ହିନ୍ଦୁମାନଙ୍କ ଷୋଡ଼ଶ ସଂସ୍କାର ମଧ୍ୟରୁ ଏକ ସଂସ୍କାର ଯେଉଁଥିରେ ଶିଶୁର ମୁଣ୍ଡନ କରାଯାଏ
எடுத்துக்காட்டு :
ସେ ବାରଣାସୀରେ ତାଙ୍କ ଶିଶୁର ମୁଣ୍ଡନ କରାଇଥିଲେ
ஒத்த சொற்கள் : ମୁଣ୍ଡନ
பொருள் : ବିଶେଷ କରି ଗାଈ ଓ ମଇଁଷିଙ୍କଠାରୁ ଏକା ଥରକେ ପଡ଼ୁଥିବା ଗୋବର
எடுத்துக்காட்டு :
କୃଷକ ଗୁହାଳରେ ଗୋବର ଲଣ୍ଡା ଏକତ୍ର କରୁଛି
ஒத்த சொற்கள் : ଗୋବର ଲଣ୍ଡା
பிற மொழிகளில் மொழிபெயர்ப்பு :
பொருள் : ଯାହାର ମୁଣ୍ଡରେ ବାଳ ନାହିଁ ବା ନଣ୍ଡା କରାଯାଇଥିବା
எடுத்துக்காட்டு :
ସେ ଲଣ୍ଡା ବ୍ୟକ୍ତିର ମୁଣ୍ଡକୁ ବାରମ୍ବାର ମାରୁଥିଲା
ஒத்த சொற்கள் : କେଶହୀନ, ଟାଙ୍ଗରା, ନଣ୍ଡା, ବାଳହୀନ
பிற மொழிகளில் மொழிபெயர்ப்பு :
Having no hair or fur.
A Mexican Hairless is about the size of a fox terrier and hairless except for a tufts on the head and tail.பொருள் : ଯାହା ମୁଣ୍ଡର ବାଳ ଝଡ଼ିଯାଇଛି
எடுத்துக்காட்டு :
କିଛି ଚନ୍ଦା ବ୍ୟକ୍ତି କୃତ୍ରିମ ବାଳ ପ୍ରୟୋଗ କରନ୍ତି
ஒத்த சொற்கள் : କେଶହୀନ, ଚନ୍ଦା, ନଣ୍ଡା, ବାଳହୀନ
பிற மொழிகளில் மொழிபெயர்ப்பு :
Lacking hair on all or most of the scalp.
A bald pate.