பொருள் : ବେପାର, କାମଆଦିରେ ହେଉଥିବା ଲାଭ
எடுத்துக்காட்டு :
ସେ ଲୁଗା ବେପାରରେ ପ୍ରଚୁର ଲାଭ କଲା ମିଛ କହି ମୋର କି ଲାଭ ହେବ
பிற மொழிகளில் மொழிபெயர்ப்பு :
பொருள் : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା
எடுத்துக்காட்டு :
ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ
ஒத்த சொற்கள் : ଉଦ୍ଦେଶ୍ୟ, ଗରଜ, ସ୍ୱାର୍ଥ
பிற மொழிகளில் மொழிபெயர்ப்பு :
Concern for your own interests and welfare.
egocentrism, egoism, self-centeredness, self-concern, self-interest