பொருள் : କୌଣସି ସାହିତ୍ୟିକ କୃତିର ସୃଷ୍ଟି କରିବା
எடுத்துக்காட்டு :
ସେ ଗୋଟିଏ ନୂଆ କବିତା ରଚନା କରିଛନ୍ତି
ஒத்த சொற்கள் : ରଚନା କରିବା, ସୃଷ୍ଟି କରିବା
பிற மொழிகளில் மொழிபெயர்ப்பு :
பொருள் : କଂପ୍ୟୁଟରରେ ଡାଟା ଲିପିବଦ୍ଧ କରିବା ବା ଲେଖିବା
எடுத்துக்காட்டு :
ଦୀପକ କିଛି ପ୍ରୋଗ୍ରାମ ଲେଖୁଛି
ஒத்த சொற்கள் : ଲିପିବଦ୍ଧ କରିବା
பிற மொழிகளில் மொழிபெயர்ப்பு :
பொருள் : ଖାତା, କାଗଜ ଆଦିରେ ଲେଖିବା
எடுத்துக்காட்டு :
ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା
ஒத்த சொற்கள் : ଚଢ଼ାଇବା
பிற மொழிகளில் மொழிபெயர்ப்பு :
खाते, काग़ज़ आदि में लिखना।
महाजन ने आसामी को पैसे देकर उसे अपने बही-खाते में चढ़ाया।Record in writing. Enter into a book of names or events or transactions.
registerபொருள் : ଲେଖାଦ୍ୱାରା ବ୍ୟକ୍ତ ବା ପ୍ରକଟ କରିବା
எடுத்துக்காட்டு :
ଆପଣ ଆପଣଙ୍କ ବିଷୟରେ ମୋତେ ପ୍ରତି ସପ୍ତାହରେ ଲେଖନ୍ତୁ
ஒத்த சொற்கள் : ଚିଠି ଲେଖିବା, ପତ୍ର ପ୍ରେରଣ କରିବା, ବାର୍ତ୍ତାପ୍ରେରଣ କରିବା
பிற மொழிகளில் மொழிபெயர்ப்பு :
பொருள் : ଅକ୍ଷର ଆଦିର ଆକୃତି ତିଆରିକରିବା
எடுத்துக்காட்டு :
ପିଲାଟି କ,ଖ,ଗ,ଘ ଲେଖୁଛି ମୁଁ ପତ୍ରଟିଏ ଲେଖୁଛି
ஒத்த சொற்கள் : ଲିଖନ କରିବା, ଲିପିବଦ୍ଧକରିବା
பிற மொழிகளில் மொழிபெயர்ப்பு :
अक्षरों आदि की आकृति बनाना।
बच्चा क,ख,ग,घ लिख रहा है।Mark or trace on a surface.
The artist wrote Chinese characters on a big piece of white paper.