பொருள் : କୌଣସି ଜିନିଷ(ବିଶେଷକରି ଲୁଗା) ଅତ୍ୟଧିକ ଓଲଟାପାଲଟା ହେବାଦ୍ୱାରା ଖରାପ ହୋଇଯିବା
எடுத்துக்காட்டு :
ଅତ୍ୟଧିକ ଓଲଟାପାଲଟା ହେବାଦ୍ୱାରା ଏହି ଲୁଗା ଲୋଚାକୋଚା ହୋଇଯାଇଛି
பிற மொழிகளில் மொழிபெயர்ப்பு :
किसी चीज का (विशेषकर कपड़ा) अत्यधिक उलटे-पुलटे जाने के कारण खराब हो जाना।
अत्यधिक उलटने-पुलटने के कारण यह कपड़ा गिंज गया है।பொருள் : ଥଣ୍ଡାକାରଣରୁ (ଫସଲର) ଠିକରୂପେ ବିକଶିତ ନହେବା
எடுத்துக்காட்டு :
ଅଧିକ ଥଣ୍ଡା କାରଣରୁ ଫସଲ ସାଙ୍କୁଡ଼ିଯାଇଛି
ஒத்த சொற்கள் : ବଙ୍କାହେବା, ମୋଡ଼ି ହେବା, ସଙ୍କୁଚିତ ହେବା, ସାଙ୍କୁଡ଼ିଯିବା
பிற மொழிகளில் மொழிபெயர்ப்பு :
பொருள் : ଦୁଇ ପରସ୍ତ ହେବା
எடுத்துக்காட்டு :
ସେ ହସି ହସି ଲୋଚାକୋଚା ହୋଇଗଲେ
ஒத்த சொற்கள் : ଆକେତା ହେବା, ଦିଭାଙ୍ଗ ହେବା, ବେଦମ ହେବା, ଭାଙ୍ଗି ପଡିବା
பிற மொழிகளில் மொழிபெயர்ப்பு :