பொருள் : ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ
எடுத்துக்காட்டு :
ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ
ஒத்த சொற்கள் : କଳା, ଚନ୍ଦ୍ରକଳା, ଚନ୍ଦ୍ରରେଖା, ଶଶୀରେଖ, ଶଶୀରେଖା
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ବର୍ଣ୍ଣବୃତ୍ତ
எடுத்துக்காட்டு :
ମଣି ଗୁଣର ପ୍ରତ୍ୟେକ ପାଦରେ ଚାରଟି ନଗଣ ଏବଂ ଗୋଟିଏ ସଗଣ ହୋଇଥାଏ
ஒத்த சொற்கள் : ମଣି ଗୁଣ
பிற மொழிகளில் மொழிபெயர்ப்பு :