பொருள் : ଗୃହନିର୍ମାଣ ସାମଗ୍ରୀ ରୂପେ ବ୍ୟବହୃତ ହେଉଥିବା ଯେଉଁ ନିର୍ଦ୍ଦିଷ୍ଟ ଆକାରର ଶିଳାଖଣ୍ଡ କୌଣସି ବିଶେଷ ଉଦ୍ଦେଶ୍ୟରେ ତିଆରି ହୋଇଥାଏ
எடுத்துக்காட்டு :
ଏହି ଭବନର କାନ୍ଥଗୁଡ଼ିକ ଶଙ୍ଖ ମଲମଲ ପଥରରେ ତିଆରି ହୋଇଛି
ஒத்த சொற்கள் : ପଥର
பிற மொழிகளில் மொழிபெயர்ப்பு :
Building material consisting of a piece of rock hewn in a definite shape for a special purpose.
He wanted a special stone to mark the site.பொருள் : ବିଶେଷକରି ଚେପେଟା ପଥର ଖଣ୍ଡ
எடுத்துக்காட்டு :
ପଥର ଖଣ୍ଡ ଖସିପଡ଼ିବାରୁ ଦୁଇଜଣ ଲୋକଙ୍କର ମୃତ୍ୟୁ ହୋଇଗଲା
ஒத்த சொற்கள் : ପଥରଖଣ୍ଡ
பிற மொழிகளில் மொழிபெயர்ப்பு :
पत्थर का विशेषकर चपटा टुकड़ा।
चट्टान खिसकने से दो लोगों की मौत हो गयी।