பொருள் : ସନ୍ଦେହଯୁକ୍ତ ଆମଦାନୀ
எடுத்துக்காட்டு :
ତାହାର ଶୂନ୍ୟବୃତ୍ତି ଓ ଖର୍ଚ୍ଚର କୌଣସି ସମ୍ପର୍କ ନାହିଁ
பொருள் : ପ୍ରତିବନ୍ଧକ ନଥିବା ଆୟ
எடுத்துக்காட்டு :
ଆମ ଦେଶରେ ଅନେକ ଲୋକ ଶୂନ୍ୟବୃତ୍ତିରେ ବଞ୍ଚନ୍ତି
பிற மொழிகளில் மொழிபெயர்ப்பு :
वह आमदनी जो बँधी-बँधाई न हो या अनिश्चित हो।
हमारे देश में लाखों लोग आकाशवृत्ति पर ही जिंदा रहते हैं।The financial gain (earned or unearned) accruing over a given period of time.
incomeபொருள் : ଶୂନ୍ୟବୃତ୍ତି ଯାହାର ସାହାରା
எடுத்துக்காட்டு :
କେତେ ଯେ ଶୂନ୍ୟବୃତ୍ତି ଶ୍ରମିକ ଏଠାରେ ଅଧା ପେଟ ଖାଇ ଜୀବନଯାପନ କରୁଛନ୍ତି
ஒத்த சொற்கள் : ଶୂନ୍ୟ-ବୃତ୍ତି
பிற மொழிகளில் மொழிபெயர்ப்பு :
जिसे आकाशवृत्ति का ही सहारा हो।
कितने ही आकाशवृत्तिक मज़दूर यहाँ आधा पेट खाकर ही जीते हैं।