பொருள் : ଯାନ ବାହରିବା ଓ ଅଟକିବା ସ୍ଥାନ
எடுத்துக்காட்டு :
ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ଭିଡ଼ ଲାଗିରହିଛି
ஒத்த சொற்கள் : ପରିବହନ ସ୍ଥଳ, ଷ୍ଟାଣ୍ଡ
பிற மொழிகளில் மொழிபெயர்ப்பு :
वाहनों के प्रारंभ होने व रुकने का स्थान।
बस अड्डे पर यात्रियों की भीड़ लगी है।பொருள் : କୌଣସି ବିଶେଷ ଉପକରଣରେ ସଜ୍ଜିତ ଓ ମୁଖ୍ୟ ଉଦ୍ଦେଶ୍ୟ ନିମନ୍ତେ ପ୍ରସ୍ତୁତ ସ୍ଥାନ
எடுத்துக்காட்டு :
ଏହା ନିକଟରେ କୌଣସି ଗ୍ୟାସ ଷ୍ଟେସନ ନାହିଁ ଷ୍ଟେସନର ବାହାରେ ରମେଶ ତୁମକୁ ଅପେକ୍ଷା କରିଛି
பிற மொழிகளில் மொழிபெயர்ப்பு :
किसी विशेष उद्देश्य के लिए बना वह स्थान जो विशेष साधनों से सज्जित हो।
यहाँ पास में एक भी गैस स्टेशन नहीं है।A facility equipped with special equipment and personnel for a particular purpose.
He started looking for a gas station.பொருள் : ଯାତ୍ରୀଙ୍କୁ ନେବା ଓ ଛାଡ଼ିବା ପାଇଁ ରେଳଗାଡ଼ି ଆସି ରହୁଥିବା ସ୍ଥାନ
எடுத்துக்காட்டு :
ସେ ସାରନାଥ ଯିବା ପାଇଁ ବାରାଣସୀ ରେଳ ଷ୍ଟେସନରେ ହିଁ ଓହ୍ଲାଇଗଲେ
ஒத்த சொற்கள் : ରେଳଷ୍ଟେସନ
பிற மொழிகளில் மொழிபெயர்ப்பு :
वह स्थान जहाँ यात्रियों को छोड़ने या ले जाने के लिए रेलगाड़ी आकर रुकती है।
वह सारनाथ जाने के लिए वाराणसी रेलवे स्टेशन पर ही उतर गया।Terminal where trains load or unload passengers or goods.
railroad station, railroad terminal, railway station, train depot, train station