பொருள் : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
எடுத்துக்காட்டு :
ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
ஒத்த சொற்கள் : ଉପାଧି, କୁଳନାମ, ବଂଶନାମ, ସାଙ୍ଗିଆ
பிற மொழிகளில் மொழிபெயர்ப்பு :
The name used to identify the members of a family (as distinguished from each member's given name).
cognomen, family name, last name, surnameபொருள் : ଯୋଗ୍ୟତା, ସମ୍ମାନଆଦିର ସୂଚକ ଶବ୍ଦ ଯାହାକୁ କୌଣସି ନାମ ସହିତ ଯୋଡ଼ାଯାଏ
எடுத்துக்காட்டு :
ଶ୍ୟାମଙ୍କୁ ଡକ୍ଟର ଉପାଧିରେ ସମ୍ମାନିତ କରାଗଲା
பிற மொழிகளில் மொழிபெயர்ப்பு :
பொருள் : ସୂର୍ଯ୍ୟଙ୍କ ଜଣେ ପତ୍ନୀ
எடுத்துக்காட்டு :
ଏକ କଥାନୁସାରେ ବୈବସ୍ୱତ ମନୁ ଓ ଯମ ସଂଜ୍ଞାଙ୍କର ପୁତ୍ର ଥିଲେ
பிற மொழிகளில் மொழிபெயர்ப்பு :
सूर्य की एक पत्नी।
एक कथा के अनुसार वैवस्वत मनु और यम संज्ञा के पुत्र थे।An imaginary being of myth or fable.
mythical beingபொருள் : ବୋଧ କରିବାର ବୃତ୍ତି ବା ଶକ୍ତି
எடுத்துக்காட்டு :
ଚେତନା ହିଁ ଜୀବନର ଲକ୍ଷଣ ମୃତକର ଶରୀର ସଂଜ୍ଞା ଶୂନ୍ୟ ହୋଇଥାଏ
ஒத்த சொற்கள் : ଚେତନା, ଚୈତନ୍ୟ, ହୋସ୍
பிற மொழிகளில் மொழிபெயர்ப்பு :
बोध करने की वृत्ति या शक्ति जिसके द्वारा जीवों को अपनी आवश्यकताओं और स्थितियों के अनुसार अनेक प्रकार की अनुभूतियाँ होती हैं।
चेतना ही जीवन का लक्षण है।An alert cognitive state in which you are aware of yourself and your situation.
He lost consciousness.