பொருள் : ଜାତୀୟ ବା ସାଂସ୍କୃତିକ ବା ଧାର୍ମିକ ବିଶେଷତା ଥିବା ଲୋକସମୂହ
எடுத்துக்காட்டு :
ବୈଦିକ ହିନ୍ଦୁ ସମାଜରେ ଅନେକ ଦେବତାଙ୍କୁ ପୂଜା କରିଥାନ୍ତି
ஒத்த சொற்கள் : ସମୁଦାୟବର୍ଗ
பிற மொழிகளில் மொழிபெயர்ப்பு :
பொருள் : ଲୋକଙ୍କର ଏକ ଗୋଷ୍ଠୀ ଯାହା ଗୋଟିଏ ବିଶିଷ୍ଟ ସ୍ଥାନୀୟ କ୍ଷେତ୍ରରେ ଥାଏ
எடுத்துக்காட்டு :
ସମାଜ ସେବା ନିମନ୍ତେ ପ୍ରତ୍ୟେକ ସମାଜର ଲୋକଙ୍କୁ ଆଗକୁ ଆସିବା ଆବଶ୍ୟକ
ஒத்த சொற்கள் : ବର୍ଗ
பிற மொழிகளில் மொழிபெயர்ப்பு :
A group of people living in a particular local area.
The team is drawn from all parts of the community.