பொருள் : କୌଣସି କାମ,କଥା, ବ୍ୟବହାର ଆଦିକୁ ଏଭଳି ଭାବେ ବିନିଯୋଗ କରିବା ବା ବିନିଯୋଗ କରିବା କ୍ରିୟା ଯାହାଦ୍ୱାରା ଏହା ସମାଜର ଅଧିକାର ହୋଇଯାଏ ଏବଂ ସବୁ ଲୋକ ସମାନ ରୂପେ ଏହାର ଫାଇଦା ପାଇପାରନ୍ତି
எடுத்துக்காட்டு :
ଉତ୍ତମ ବସ୍ତୁ, କଥା ଆଦିର ସମାଜୀକରଣ ହେବା ଉଚିତ
பிற மொழிகளில் மொழிபெயர்ப்பு :
किसी काम, बात, व्यवहार आदि को ऐसे रूप में लाने या आने की क्रिया कि उस पर समाज का अधिकार हो जाए और सब लोग समान रूप से उसका लाभ उठा सकें।
अच्छी चीजों, बातों आदि का समाजीकरण होना चाहिए।