பொருள் : ଶରୀରର ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ପାଚକ ଅଗ୍ନି ନିକଟସ୍ଥ ଆମାଶୟ ଓ ଗ୍ରହଣୀରେ ରହେ
எடுத்துக்காட்டு :
ସମାନବାୟୁର କାର୍ଯ୍ୟ ହେଉଛି ଖାଦ୍ୟ ପାଚନ କରିବା, ଅଗ୍ନିକୁ ବଳ ପ୍ରଦାନ କରିବା ତଥା ରସ,ମଳ ଓ ମୂତ୍ରକୁ ପୃଥକ କରିବା
ஒத்த சொற்கள் : ସମାନବାୟୁ
பிற மொழிகளில் மொழிபெயர்ப்பு :
பொருள் : ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର
எடுத்துக்காட்டு :
ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି
ஒத்த சொற்கள் : ଅନୁରୂପ, ଏକାପ୍ରକାର, ଏକାଭଳି, ତୁଲ, ତୁଲ୍ୟ, ସଦୃଶ, ସମ, ସମତୁଲ୍ୟ, ସମସରିସା
பிற மொழிகளில் மொழிபெயர்ப்பு :
Closely similar or comparable in kind or quality or quantity or degree.
Curtains the same color as the walls.