பொருள் : ଯାହାଙ୍କଠାରେ ଦୟା ଅଛି
எடுத்துக்காட்டு :
ଦୟାଳୁ ଲୋକେ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ସବୁବେଳେ ପ୍ରସ୍ତୁତ ରହିଥାନ୍ତି ଖୋଦା ଗରିବ ପ୍ରତି କୃପାଳୁ
ஒத்த சொற்கள் : ଅନୁଗ୍ରହକାରୀ, କରୁଣାକର, କରୁଣାବାନ, କାରୁଣିକ, କୃପାଳୁ, ଦୟାବାନ, ଦୟାଳୁ, ଦୟାଶୀଳ
பிற மொழிகளில் மொழிபெயர்ப்பு :
जिसमें दया हो। जो नृशंस न हो।
दयालु लोग दूसरों की सहायता के लिये सदैव तत्पर रहते हैं।Having or proceeding from an innately kind disposition.
A generous and kindhearted teacher.பொருள் : ହୃଦୟ ବା ଅନ୍ତରାତ୍ମାରେ ହେଉଥିବା ବା ହୃଦୟ ବା ଅନ୍ତରାତ୍ମାରୁ ବାହାରିଥିବା
எடுத்துக்காட்டு :
ଆପଣଙ୍କୁ ଭେଟିବାପାଇଁ ମୋର ହାର୍ଦ୍ଦିକ ଇଚ୍ଛା ଥିଲା ମୋ ହାର୍ଦ୍ଦିକ ଶୁଭେଚ୍ଛା ଗ୍ରହଣ କରନ୍ତୁ
ஒத்த சொற்கள் : ହାର୍ଦ୍ଦିକ
பிற மொழிகளில் மொழிபெயர்ப்பு :
பொருள் : ବିଶେଷକରି କୋମଳ ଭାବର ପ୍ରଭାବ ଯାହାର ମନରେ ସହଜରେ ପଡ଼େ
எடுத்துக்காட்டு :
ମୋ ଜୀବନ କାହାଣୀ ଶୁଣି ସେ ଭାବୁକ ହୋଇଉଠିଲା
ஒத்த சொற்கள் : ଅନୁଭୂତି ପ୍ରବଣ, ଭାବ ପ୍ରବଣ, ଭାବୁକ, ସହୃଦୟୀ
பிற மொழிகளில் மொழிபெயர்ப்பு :