பொருள் : କାହା ସହିତ ଦେଖା କରିବା ବା ଭେଟିବା
எடுத்துக்காட்டு :
ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
ஒத்த சொற்கள் : ଦେଖାକରିବା, ଭେଟିବା, ମିଶିବା
பிற மொழிகளில் மொழிபெயர்ப்பு :
किसी से मिलना या भेंट करना।
उसने शहर में अपने संबंधियों से भेंट की।பொருள் : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
எடுத்துக்காட்டு :
ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
ஒத்த சொற்கள் : ଏକତ୍ର ହେବା, ଦେଖାହେବା, ଭେଟିବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା
பிற மொழிகளில் மொழிபெயர்ப்பு :