உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଯିଏ ସାଥିରେ ରହେ
எடுத்துக்காட்டு : ମୋର ସମସ୍ତ ସାଥୀ ଘରକୁ ଚାଲିଗଲେଣି
ஒத்த சொற்கள் : ସଖା, ସହଚର, ସାଥୀ
பிற மொழிகளில் மொழிபெயர்ப்பு :हिन्दी
वह जो साथ रहता या (किसी विशिष्ट योग्यता वाला) कार्य करता हो।
பொருள் : ବାଜା ବଜାଇକରି ଗାଇବା କାମରେ ବାଜା ବଜାଇକରି ବା ଗାଇକରି ସହାୟତା ଦେବାର କ୍ରିୟା
எடுத்துக்காட்டு : ବଇଁଶି ବାଦକ ପଣ୍ଡିତ ଚୌରାସିୟାଙ୍କ ସଙ୍ଗତ ପାଇଁ ତବଲାରେ ଉପସ୍ଥିତ ଉସ୍ତାଦ ଜାକିର ହୁସୈନ
ஒத்த சொற்கள் : ସଙ୍ଗତ, ସଙ୍ଗତି
बाजा बजाकर गाने वाले के काम में या गाकर सहायता देने की क्रिया।
பொருள் : ଏକ ପ୍ରକାରର ଛୋଟ ବର୍ଚ୍ଛା
எடுத்துக்காட்டு : ଶିକାରୀ ସାଙ୍ଗଦ୍ୱାରା ବାର୍ହା ଉପରେ ଆକ୍ରମଣ କଲା
ஒத்த சொற்கள் : ଶକ୍ତି
एक प्रकार की बरछी।
பொருள் : ମହିଳା ମିତ୍ର
எடுத்துக்காட்டு : ଗୀତା ଆଜି ତା ବାନ୍ଧବୀକୁ ଭେଟିବାପାଇଁ ଯାଉଛି
ஒத்த சொற்கள் : ବାନ୍ଧବୀ, ସଖୀ, ସହଚରୀ, ସାଥୀ
பிற மொழிகளில் மொழிபெயர்ப்பு :हिन्दी English
महिला मित्र।
Any female friend.
பொருள் : ସମୂହ ରୂପରେ ବା ଜଣେ ଅନ୍ୟ ସହିତ
எடுத்துக்காட்டு : ଏବେଠାରୁ ଆମେ ଯାହାବି କରିବା ଏକା ସାଙ୍ଗରେ କରିବା
ஒத்த சொற்கள் : ଏକତ୍ର, ଏକାସାଙ୍ଗ, ଏକାସାଥୀ, ମିଳିମିଶି, ସାଥୀ
समूह के रूप में या एक-दूसरे के संग।
In each other's company.
நிறுவு