பொருள் : ଅଠଚାଳିଶ ମାତ୍ରାର ଏକ ମାତ୍ରିକ ଛନ୍ଦ ଯେଉଁଥିରେ ପ୍ରଥମ ଓ ତୃତୀୟ ଚରଣରେ ଏଗାରଟି ଲେଖାଏଁ ତଥା ଦ୍ୱିତୀୟ ଓ ଚତୁର୍ଥ ଚରଣରେ ତେରଟି ଲେଖାଏଁ ମାତ୍ରା ଥାଏ
எடுத்துக்காட்டு :
ରାମଚରିତ ମାନସରେ କେତେକ ମନଛୁଆଁ ସୋରଠା ରହିଛି
பிற மொழிகளில் மொழிபெயர்ப்பு :
अड़तालीस मात्राओं का एक मात्रिक छंद जिसके पहले और तीसरे चरण में ग्यारह-ग्यारह तथा दूसरे और चौथे चरण में तेरह-तेरह मात्राएँ होती हैं।
रामचरित मानस में कई रोचक सोरठे हैं।