பொருள் : ସେହି ବ୍ୟକ୍ତି, ତତ୍ତ୍ୱ, ବା ତଥ୍ୟ ଯାହା କୌଣସି ସଂସ୍ଥା, କାମ, ବା ସିଦ୍ଧାନ୍ତ ଆଦିର ଆଧାର ରୂପରେ ଥାଏ
எடுத்துக்காட்டு :
ମୋ ଶିକ୍ଷକ ଏହି ମହାବିଦ୍ୟାଳୟର ଏକ ସ୍ତମ୍ଭ
பிற மொழிகளில் மொழிபெயர்ப்பு :
பொருள் : ସମ୍ବାଦ ପତ୍ରର ପୃଷ୍ଠା ,ସାରଣୀ ଆଦିରେ ଥିବା ସେହି ବିଭାଗ ଯେଉଁଥିରେ ଉପରୁ ତଳ ପର୍ଯ୍ୟନ୍ତ କିଛି ବିଶେଷ କଥା ,ଅଙ୍କ ଆଦି ଥାଏ
எடுத்துக்காட்டு :
ଆପଣ କେଉଁ ସ୍ତମ୍ଭ ପଢ଼ୁଛନ୍ତି?
பிற மொழிகளில் மொழிபெயர்ப்பு :