பொருள் : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
எடுத்துக்காட்டு :
ଖରାରେ କୂଅର ଜଳ ସ୍ତର ଖସିଯାଏ
ஒத்த சொற்கள் : ତଳ
பிற மொழிகளில் மொழிபெயர்ப்பு :
பொருள் : ଲୁଗାଆଦି ଉପରେ କରାଯାଉଥିବା ଏକ ପ୍ରସ୍ତ
எடுத்துக்காட்டு :
ସେ ଲୁଗାଗୁଡ଼ିକୁ ଭାଙ୍ଗିକରି ସିନ୍ଦୁକରେ ରଖିଦେଲେ
பிற மொழிகளில் மொழிபெயர்ப்பு :
பொருள் : କୌଣସି ସ୍ତର ଉପରେ ହୋଇଥିବା ଏକ ଅନ୍ୟ ସ୍ତର
எடுத்துக்காட்டு :
ଆଜି ଦୁଧ ଉପରେ ସରର ଏକ ମୋଟା ସ୍ତର ଜମାହୋଇଛି
பிற மொழிகளில் மொழிபெயர்ப்பு :
A relatively thin sheetlike expanse or region lying over or under another.
layerபொருள் : ପ୍ରବଳତା, ମାତ୍ରା, ଗୁଣା ଆଦିର ମାନଦଣ୍ଡ ସମ୍ପର୍କରେ ଏକ ସ୍ଥିତି
எடுத்துக்காட்டு :
ବିଶ୍ୱ ସ୍ତରରେ ଟେକନିକର ଉନ୍ନତି ବଡ଼ ଜୋରରେ ହେଉଛି
பிற மொழிகளில் மொழிபெயர்ப்பு :