பொருள் : ଯାହାର ବା ଯେଉଁ ବିଷୟରେ ନିର୍ଣ୍ଣୟ ହୋଇସାରିଛି
எடுத்துக்காட்டு :
ଏହା ନିର୍ଣ୍ଣିତ ବିଷୟ, ଏବେ ଏହା ଉପରେ ତର୍କ କରିବାର କୌଣସି ଆବଶ୍ୟକତା ନାହିଁ
ஒத்த சொற்கள் : ନିର୍ଣ୍ଣିତ, ବ୍ୟବସ୍ଥିତ, ସମାପିତ
பிற மொழிகளில் மொழிபெயர்ப்பு :
Established or decided beyond dispute or doubt.
With details of the wedding settled she could now sleep at night.பொருள் : ଯାହା ନିର୍ଦ୍ଧାରଣ କରାଯାଇ ଥାଏ
எடுத்துக்காட்டு :
ମୁଁ ନିର୍ଦ୍ଧାରିତ ସମୟରେ ଆସି ପହଞ୍ଚିବି
ஒத்த சொற்கள் : ନିରୂପିତ, ନିର୍ଣ୍ଣୀତ, ନିର୍ଦ୍ଧାରିତ, ସିଦ୍ଧାନ୍ତକୃତ
பிற மொழிகளில் மொழிபெயர்ப்பு :
Planned or scheduled for some certain time or times.
The scheduled meeting.