பொருள் : ସ୍ୱାର୍ଥକୁ ନେଇ ସମ୍ପର୍କ
எடுத்துக்காட்டு :
ସାରା ସଂସାର ସ୍ୱାର୍ଥରେ ଗଢା
பிற மொழிகளில் மொழிபெயர்ப்பு :
Stinginess resulting from a concern for your own welfare and a disregard of others.
selfishnessபொருள் : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା
எடுத்துக்காட்டு :
ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ
ஒத்த சொற்கள் : ଉଦ୍ଦେଶ୍ୟ, ଗରଜ, ଲାଭ
பிற மொழிகளில் மொழிபெயர்ப்பு :
Concern for your own interests and welfare.
egocentrism, egoism, self-centeredness, self-concern, self-interestபொருள் : ଯେ ସ୍ୱାର୍ଥରେ ଭରିଯାଇଛି ବା ନିଜ ମତଲବରେ ଥିବା ଲୋକ
எடுத்துக்காட்டு :
ସ୍ୱାର୍ଥୀ ଲୋକଙ୍କଠାରୁ ଦୂରରେ ରୁହ
ஒத்த சொற்கள் : ସ୍ୱାର୍ଥପର, ସ୍ୱାର୍ଥପରାୟଣ
பிற மொழிகளில் மொழிபெயர்ப்பு :
जो स्वार्थ से भरा हुआ हो या अपना मतलब निकालनेवाला हो।
स्वार्थी लोगों से दूर रहो।Concerned chiefly or only with yourself and your advantage to the exclusion of others.
Selfish men were...trying to make capital for themselves out of the sacred cause of civil rights.பொருள் : ଯେଉଁଥିରେ ନିଜ ସୁଖ ନିହିତ ଅଛି
எடுத்துக்காட்டு :
ସେ ନିଜପାଇଁ କାମ କରୁଛି
ஒத்த சொற்கள் : ନିଜପାଇଁ, ସ୍ୱେଚ୍ଛାର୍ଥ