பொருள் : ଯାହାକୁ ସହମତି ମିଳିଛି ବା ଯାହା ସ୍ୱୀକାର କରାଯାଇଛି
எடுத்துக்காட்டு :
ସରକାରଙ୍କଦ୍ୱାରା ସ୍ୱୀକୃତ ଏହି ପରିଯୋଜନା ଅତିଶୀଘ୍ର ଆରମ୍ଭ ହେବ
ஒத்த சொற்கள் : ମଞ୍ଜୁର, ସହମତି ପ୍ରାପ୍ତ, ସ୍ୱୀକୃତି ପ୍ରାପ୍ତ
பிற மொழிகளில் மொழிபெயர்ப்பு :
जिसे आधिकारिक रूप से मान्यता मिली हो या जिसे स्वीकार कर लिया गया हो।
ये सब मान्यताप्राप्त शिक्षण संस्थाएँ हैं।Generally approved or compelling recognition.
Several accepted techniques for treating the condition.பொருள் : ଯାହା ସ୍ୱୀକାର କରାଯାଇଛି
எடுத்துக்காட்டு :
ଏହା ଭାରତ ସରକାରଙ୍କଦ୍ୱାରା ସ୍ୱୀକୃତ ପରିଯୋଜନା
ஒத்த சொற்கள் : ମଞ୍ଜୁରୀପ୍ରାପ୍ତ, ମାନ୍ୟ
பொருள் : ଯାହକୁ ଅନୁମତି ଦିଆଯାଇଛି
எடுத்துக்காட்டு :
ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି
ஒத்த சொற்கள் : ଅନୁଜ୍ଞାତ, ଅନୁମତି ପ୍ରାପ୍ତ, ଅନୁମୋଦିତ
பிற மொழிகளில் மொழிபெயர்ப்பு :
जिसकी अनुमति दी गई हो या मिल गई हो।
मैं पंचायत द्वारा स्वीकृत कार्य ही कर रहा हूँ।பொருள் : ଯାହାପାଇଁ ସ୍ୱୀକୃତି ମିଳିଯାଇଛି
எடுத்துக்காட்டு :
ସ୍ୱୀକୃତ ଯୋଜନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ
ஒத்த சொற்கள் : ଅନୁଜ୍ଞାପିତ, ଅନୁମତି ପ୍ରାପ୍ତ