பொருள் : ଯେଉଁ ଅବସ୍ଥାରେ କଣ କରିବା ଉଚିତ୍ ବୋଲି ଜାଣି ହୁଏନାହିଁ
எடுத்துக்காட்டு :
ସିଗାରେଟ ଟାଣୁଥିବା ସୌରଭ ଅକସ୍ମାତ ତା ବାପାକୁ ଦେଖି ହତବୁଦ୍ଧି ହୋଇଗଲା ଏକ ଭୟଙ୍କର ଶବ୍ଦ ଶୁଣି ଆମେ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲୁ
ஒத்த சொற்கள் : କିଂକର୍ତ୍ତବ୍ୟବିମୂଢ଼
பிற மொழிகளில் மொழிபெயர்ப்பு :
ऐसी अवस्था में जिसमें यह न सूझ पड़े कि अब क्या करना चाहिए।
अचानक अपने पिता को देखकर सिगरेट पीता सौरभ हक्का-बक्का रह गया।பொருள் : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ
எடுத்துக்காட்டு :
ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା
ஒத்த சொற்கள் : ଆଚମ୍ବିତ, କାବା, କିଂକର୍ତ୍ତବ୍ୟ ବିମୂଢ଼