பொருள் : ଖୋଳା ହୋଇଥିବା ଗାତ ବା ମାଟି ଅଥବା ଧାତୁରେ ତିଆରି ହୋଇଥିବା ପାତ୍ର ଯେଉଁଥିରେ ଯଜ୍ଞ କରାଯାଏ
எடுத்துக்காட்டு :
ରାଜା ଦ୍ରୁପଦଙ୍କ କନ୍ୟା ଦ୍ରୌପଦୀ ଯଜ୍ଞକୁଣ୍ଡରୁ ଜନ୍ମ ହୋଇଥିଲେ
ஒத்த சொற்கள் : ଅଗ୍ନି କୁଣ୍ଡ, ଯଜ୍ଞକୁଣ୍ଡ
பிற மொழிகளில் மொழிபெயர்ப்பு :
मिट्टी अथवा धातु का बना हुआ पात्र जिसमें हवन करते हैं।
हवनकुंड को अच्छी तरह से सजाया गया है।பொருள் : ହବନ କରିବା ନିମନ୍ତେ ତିଆରି ହୋଇଥିବା କୁଣ୍ଡ
எடுத்துக்காட்டு :
ହବନ କରିବା ନିମନ୍ତେ ହୋମକୁଣ୍ଡରେ ଅଗ୍ନି ପ୍ରଜ୍ଜ୍ୱଳିତ କରାଯାଉଛି
ஒத்த சொற்கள் : ଯଜ୍ଞକୁଣ୍ଡ, ହୋମକୁଣ୍ଡ
பிற மொழிகளில் மொழிபெயர்ப்பு :
हवन करने के लिए बना हुआ गड्ढा।
हवन करने के लिए हवनकुंड में आग प्रज्ज्वलित की जा रही है।