பொருள் : ସମୁଦ୍ର ମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ପ୍ରଚଣ୍ଡ ବିଷ
எடுத்துக்காட்டு :
ବିଶ୍ୱ କଲ୍ୟାଣପାଇଁ ଭଗବାନ ଶଙ୍କର ହଳାହଳକୁ ପିଇ ଗଲେ
ஒத்த சொற்கள் : କାଳକୂଟ, କାଳକୂଟ ବିଷ, ଗରଳ, ହଳାହଳ
பிற மொழிகளில் மொழிபெயர்ப்பு :
பொருள் : ବହୁ ତୀବ୍ର ହୋଇଥିବା ଘାତକ ବିଷ
எடுத்துக்காட்டு :
ଉଗ୍ର ବିଷ ଖାଇଦେବା କାରଣରୁ ଚିକିତ୍ସକ ବି ତାକୁ ବଞ୍ଚାଇ ପାରିଲେ ନାହିଁ
ஒத்த சொற்கள் : ଉଗ୍ର ବିଷ, ତୀବ୍ର ବିଷ
பிற மொழிகளில் மொழிபெயர்ப்பு :
Any substance that causes injury or illness or death of a living organism.
poison, poisonous substance, toxicant