பொருள் : ଯେଉଁ ବଜାରରେ ଗୋଟିଏ ପ୍ରକାରର ଜିନିଷ କୌଣସି ନିର୍ଦ୍ଦିଷ୍ଟ ସମୟରେ ଆସି ବିକ୍ରି ହୁଏ
எடுத்துக்காட்டு :
ବରାରରେ ପ୍ରତିବର୍ଷ ବଳଦଙ୍କ ହାଟ ବସେ
பிற மொழிகளில் மொழிபெயர்ப்பு :
The world of commercial activity where goods and services are bought and sold.
Without competition there would be no market.பொருள் : ଯେଉଁ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସମୟ, ତିଥି,ବାର ବା ଅବସରରେ ଜିନିଷପତ୍ର କିଣାବିକା ହୁଏ
எடுத்துக்காட்டு :
ପିଲାଙ୍କପାଇଁ ହାଟରୁ ପୋଷାକ ନେବାକୁ ହେବ
பிற மொழிகளில் மொழிபெயர்ப்பு :
பொருள் : କୌଣସି ନିଶ୍ଚିତ ସମୟ, ତିଥି, ବାର ବା ଅବସରରେ ଦୋକାନ ଖୋଲିବା ପ୍ରକ୍ରିୟା
எடுத்துக்காட்டு :
ଏଠାରେ ପ୍ରତ୍ୟେକ ଶନିବାର ଦିନ ହାଟ ବସେ
ஒத்த சொற்கள் : ସାପ୍ତାହିକ ବଜାର