பொருள் : ଯେଉଁଥିରେ ଲାଭ ଅଛି ବା ଯାହା ଲାଭଦାୟକ
எடுத்துக்காட்டு :
ସରକାରଙ୍କଦ୍ୱାରା ଚାଲୁଥିବା କୃଷି ସମ୍ବନ୍ଧୀୟ ସମସ୍ତ ଯୋଜନା କୃଷକମାନଙ୍କ ନିମନ୍ତେ ଲାଭପ୍ରଦ ଠିକ୍ ସମୟରେ ଭୋଜନ କରିବା ସ୍ୱାସ୍ଥ୍ୟ ନିମନ୍ତେ ଲାଭପ୍ରଦ
ஒத்த சொற்கள் : ଉପଯୋଗୀ, ଗୁଣକାରୀ, ଲାଭକର, ଲାଭକାରକ, ଲାଭଜନକ, ଲାଭଦାୟକ, ଲାଭପ୍ରଦ
பிற மொழிகளில் மொழிபெயர்ப்பு :
Giving an advantage.
A contract advantageous to our country.பொருள் : କଲ୍ୟାଣ କରିବାବାଲା
எடுத்துக்காட்டு :
ସନ୍ଥମାନଙ୍କର ଉପଦେଶ କଲ୍ୟାଣକାରୀ ହୋଇଥାଏ
ஒத்த சொற்கள் : କଲ୍ୟାଣକାରୀ, କଲ୍ୟାଣପ୍ରଦ, କଲ୍ୟାଣମୟ, ମଙ୍ଗଳକାରକ, ମଙ୍ଗଳକାରୀ, ମଙ୍ଗଳଦାୟକ, ମଙ୍ଗଳପ୍ରଦ, ହିତକାରକ
பிற மொழிகளில் மொழிபெயர்ப்பு :
Auguring favorable circumstances and good luck.
An auspicious beginning for the campaign.