பொருள் : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
							எடுத்துக்காட்டு : 
							ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
							
ஒத்த சொற்கள் : ବିଚ୍ଛିନ୍ନ, ବିଚ୍ଛେଦ, ମୂଳଉତ୍ପାଟନ
பிற மொழிகளில் மொழிபெயர்ப்பு :
பொருள் : ଅଲଗା ବା ପୃଥକ ହୋଇଥିବା ବସ୍ତୁ
							எடுத்துக்காட்டு : 
							ଅଲଗା ଥିବା ବସ୍ତୁରେ ମୋର ଜିନିଷ ନାହିଁ
							
ஒத்த சொற்கள் : ପୃଥକ
பிற மொழிகளில் மொழிபெயர்ப்பு :
अलग या पृथक की हुई वस्तु।
पृथक्कृत वस्तुओं में मेरा सामान नहीँ है।பொருள் : ଯାହାର ବିଭାଜନ ହୋଇଛି
							எடுத்துக்காட்டு : 
							ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି ଦୁଇ ଭାଗରେ ବିଭକ୍ତ କରୁଛି  ଅତ୍ୟନ୍ତ ପ୍ରାଚୀନକାଳୀନ ସମାଜ ମଧ୍ୟ କେତେକ ଭାଗରେ ବିଭାଜିତ ଥିଲା
							
ஒத்த சொற்கள் : ବିଭକ୍ତ, ବିଭାଜିତ, ଭେଦିତ
பிற மொழிகளில் மொழிபெயர்ப்பு :
जिसका विभाजन हुआ हो।
भारत में विभाजित राज्यों की संख्या में वृद्धि हो रही है।பொருள் : ମିଳି ନ ଥିବା
							எடுத்துக்காட்டு : 
							ବିଭିନ୍ନ ଡାଲିକୁ ଅଲଗା ଅଲଗା ରଖ ସରବତରେ ମିଳେଇ ନଥିବା ଚିନି ପାତ୍ର ତଳେ ବସି ଯାଇଛି
							
ஒத்த சொற்கள் : ଅମିଶ୍ରିତ
பிற மொழிகளில் மொழிபெயர்ப்பு :
பொருள் : ଅଲଗା ମତ ବା ଅନ୍ତର ହେବା
							எடுத்துக்காட்டு : 
							ଦୂରେଇ ଛିଡ଼ା ହୁଅ
							
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ପକ୍ଷ ବା ଦୂର
							எடுத்துக்காட்டு : 
							ଦେବାନେବା ତ ଦୂରର କଥା, ସେ ଭଲଭାବେ କଥା ବି କହିଲା ନାହିଁ
							
பிற மொழிகளில் மொழிபெயர்ப்பு :