பொருள் : ଏଭଳି ବ୍ୟଞ୍ଜନ ବର୍ଣ୍ଣ ଯାହାର ଉଚ୍ଚାରଣରେ ଅପେକ୍ଷାକୃତ କମ୍ ବାୟୁ ବାହାରିଥାଏ
							எடுத்துக்காட்டு : 
							ବ୍ୟାକରଣରେ ବ୍ୟଞ୍ଜନ ବର୍ଣ୍ଣର ପ୍ରତ୍ୟେକ ବର୍ଗର ପ୍ରଥମ,ତୃତୀୟ ତଥା ପଞ୍ଚମ ଅକ୍ଷର ଏବଂ ୟ,ର,ଲ,ୱ କୁ ଅଳ୍ପପ୍ରାଣ ବୋଲି ବିଚାର କରାଯାଏ
							
பிற மொழிகளில் மொழிபெயர்ப்பு :
ऐसे व्यंजन जिसके उच्चारण में अपेक्षतया कम वायु निकलती है।
व्याकरण में व्यंजन वर्ण के प्रत्येक वर्ग का पहला, तीसरा तथा पाँचवाँ अक्षर और य,र,ल,व अल्पप्राण माने जाते हैं।