பொருள் : ଗୁଣୀଭୂତ ବ୍ୟଙ୍ଗର ଗୋଟିଏ ପ୍ରକାର
							எடுத்துக்காட்டு : 
							ଅସୁନ୍ଦର ହେଉଛି ଏପରି ଏକ ବ୍ୟଙ୍ଗ ଯାହା ଅପେକ୍ଷା ବାଚ୍ୟାର୍ଥରେ ଅଧିକ ଚମତ୍କାରିତା ହୋଇଥାଏ
							
ஒத்த சொற்கள் : ଅସୁଂଦର
பிற மொழிகளில் மொழிபெயர்ப்பு :
பொருள் : ଯାହା ସମ୍ମାନଜନକ ନୁହେଁ ବା ସାମାଜିକ ଚଳଣି ଅନୁସାରେ ସ୍ୱୀକୃତ ନୁହେଁ
							எடுத்துக்காட்டு : 
							ଆପଣଙ୍କ ଭଳି ବ୍ୟକ୍ତିଙ୍କର ଅଶୋଭନୀୟ ଭାଷା ପ୍ରୟୋଗ କରିବା ଅନୁଚିତ
							
ஒத்த சொற்கள் : ଅଶୋଭନୀୟ, ଅସଙ୍ଗତ
பிற மொழிகளில் மொழிபெயர்ப்பு :
जो सम्मानजनक या सामाजिक तौर पर स्वीकृत न हो।
आप जैसे व्यक्ति को अशोभनीय भाषा का प्रयोग नहीं करना चाहिए।Not in keeping with accepted standards of what is right or proper in polite society.
Was buried with indecent haste.பொருள் : ଯେ ସୁଢ଼ଳ ନୁହେଁ
							எடுத்துக்காட்டு : 
							ବକ୍ରାଚାର୍ଯ୍ୟଙ୍କ ଶରୀର ଅସୁନ୍ଦର ଥିଲା
							
ஒத்த சொற்கள் : ବେଢ଼ଙ୍ଗ
பிற மொழிகளில் மொழிபெயர்ப்பு :
பொருள் : ଖରାପ ଚେହେରା
							எடுத்துக்காட்டு : 
							ଗପ ଆରମ୍ଭରୁ ହିଁ ଡାହାଣୀ ମନ୍ତ୍ର ଦ୍ୱାରା ରାଜକୁମାରଙ୍କୁ କୁରୂପୀ କରିଦେଲା
							
ஒத்த சொற்கள் : ଅରୂପୀ, କୁରୂପୀ, ଖରାପଚେହେରା
பிற மொழிகளில் மொழிபெயர்ப்பு :