பொருள் : ପଞ୍ଝାରେ ତବଲା, ମୃଦଙ୍ଗ ଉପରେ କରାଯାଉଥିବା ଆଘାତ
							எடுத்துக்காட்டு : 
							ସେ ତବଲାରେ ଏତେ ଜୋରରେ ଆଘାତ କଲା ଯେ ତାହା ଫାଟିଗଲା
							
பிற மொழிகளில் மொழிபெயர்ப்பு :
तबले,मृदंग आदि पर पूरे पंजे से किया जाने वाला आघात।
उसने तबले पर इतने जोर से थाप मारी कि वह फूट गया।பொருள் : ଆଘାତର ଲାକ୍ଷଣିକ ପ୍ରୟୋଗ
							எடுத்துக்காட்டு : 
							ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
							
பிற மொழிகளில் மொழிபெயர்ப்பு :
A figurative injury (to your feelings or pride).
He feared that mentioning it might reopen the wound.பொருள் : ମୃଦୁ ଧକ୍କା ବା ଆଘାତ
							எடுத்துக்காட்டு : 
							ଘାଆକୁ ଫୋଡ଼ିବାପାଇଁ ଟିକେ ଆଘାତ ଯଥେଷ୍ଟ ହେବ
							
பிற மொழிகளில் மொழிபெயர்ப்பு :
பொருள் : ଧକ୍କା ବା ବିଧା ମାରିବା କ୍ରିୟା
							எடுத்துக்காட்டு : 
							ଚଙ୍ଗଚଙ୍ଗିଆ ପହିଲିମାନ ମୋଟା ପହିଲିମାନକୁ ଏକ ଜୋରଦାରିଆ ଆଘାତ ଦେଲା
							
பிற மொழிகளில் மொழிபெயர்ப்பு :
A blow that knocks the opponent off his feet.
knockdownபொருள் : ଚାଲିବା ସମୟରେ କୌଣସି ଅଙ୍ଗ କିଛି ଟାଣ ବସ୍ତୁରେ ଲାଗିଲେ ହେଉଥିବା ଆଘାତ
							எடுத்துக்காட்டு : 
							ଚାଲିବା ସମୟରେ ପଥରରେ ଗୋଡ଼ ମାଡ଼ ହୋଇଗଲା  ଦୁଆରବନ୍ଧରେ ମୁଣ୍ଡ ମାଡ଼ ହୋଇଗଲା
							
பிற மொழிகளில் மொழிபெயர்ப்பு :
वह चोट या आघात जो चलते समय किसी अंग में किसी कड़ी चीज से लगे।
चलते समय पैर में पत्थर से ठोकर लग गई।பொருள் : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି
							எடுத்துக்காட்டு : 
							ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
							
பிற மொழிகளில் மொழிபெயர்ப்பு :
பொருள் : ଆଘାତ ବା ମୋଡ଼ିହେବା କ୍ରିୟା ବା ଭାବ
							எடுத்துக்காட்டு : 
							ମୁଁ ଆଘାତ ଯୋଗୁ ବେକ ବୁଲେଇପାରୁନାହିଁ
							
ஒத்த சொற்கள் : ଖୁଞ୍ଚିହେବା, ମୋଡ଼ିହେବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ
							எடுத்துக்காட்டு : 
							ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ
							
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ
							எடுத்துக்காட்டு : 
							ତାକୁ କାର ଧକ୍କା ହେଲା
							
பிற மொழிகளில் மொழிபெயர்ப்பு :
பொருள் : ଆଘାତ ଲାଗିବାରୁ ହେଉଥିବା ଦର୍ଦର ଅବସ୍ଥା ବା ଭାବ
							எடுத்துக்காட்டு : 
							ଖସି ପଡ଼ିବାରୁ ମୋହନ ଗୋଡ଼ରେ ଆଘାତ ଲାଗିଗଲା
							
பிற மொழிகளில் மொழிபெயர்ப்பு :
பொருள் : ଆହତ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ଆଘାତ  ପରେ ବି  ସେ କାମ କରୁଥିଲା
							
பிற மொழிகளில் மொழிபெயர்ப்பு :
பொருள் : ମନକୁ ଲାଗିଥିବା ଆଘାତ
							எடுத்துக்காட்டு : 
							ତାର କଥା ମୋତେ ଆଘାତ ଦେଲା
							
ஒத்த சொற்கள் : ଧକ୍କା, ମାନସିକ ଆଘାତ
பிற மொழிகளில் மொழிபெயர்ப்பு :