பொருள் : କର୍ତ୍ତବ୍ୟ ପାଳନ ବା କୌଣସି ଉଦ୍ଦେଶ୍ୟ ସିଦ୍ଧି ନିମନ୍ତେ ମୃତ୍ୟୁ ଲାଭ କରିବା କ୍ରିୟା
							எடுத்துக்காட்டு : 
							ଦେଶକୁ ସ୍ବାଧୀନ କରିବା ନିମନ୍ତେ ହଜାର ହଜାର ଦେଶପ୍ରେମୀ ନିଜ ପ୍ରାଣର ଆହୁତି ଦେଲେ
							
பிற மொழிகளில் மொழிபெயர்ப்பு :
कर्त्तव्य-पालन या किसी उद्देश्य की सिद्धि हेतु मर मिटने की क्रिया।
राष्ट्र को स्वतंत्र कराने के लिए हजारों देशप्रेमियों ने अपने प्राणों की आहुति दी।பொருள் : ମନ୍ତ୍ର ସହିତ ଅଗ୍ନିରେ ଘୃତ ସାମଗ୍ରୀଆଦି ଢାଳିବା କାର୍ଯ୍ୟ
							எடுத்துக்காட்டு : 
							ଆହୁତି ପରେ ପୂଜକ ଯଜମାନଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଲେ