பொருள் : ଉଡ଼ାଜାହାଜରେ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଅବଧି ଯାତ୍ରା
							எடுத்துக்காட்டு : 
							ସେ ଦୁଇଟାବେଳ ବିମାନରେ ଆସୁଛି  ପାଗ ଖରାପଥିବାରୁ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି
							
பிற மொழிகளில் மொழிபெயர்ப்பு :
பொருள் : ବେଙ୍ଗଳାପକା ହୋଇଥିବା ଶସ୍ୟକୁ ପବନରେ ଉଡ଼ାଇବା କ୍ରିୟା ବା ଭାବ ଯେଉଁଥିରେ ଚଷୁ ଅଲଗା ହୋଇଯାଏ
							எடுத்துக்காட்டு : 
							ଉଡ଼ାଣ ପରେ ସେ ଧାନକୁ ଅମାରରେ ରଖିଲେ
							
பிற மொழிகளில் மொழிபெயர்ப்பு :